Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୫୩
#ଆସ୍ଥା
ସଂଳାପ-୫୩ #ଆସ୍ଥା
★★★★★

© Ram Prasad Bisoi

Others

1 Minutes   6.6K    3


Content Ranking

ସଂଳାପ-୫୩
#ଆସ୍ଥା
 
ମଝି ଦରିଆରେ 
ନାଆ
ବତାସି ଝଡ଼,
ଡେହୁ ବି ଭାରି ଭୟଙ୍କର,
ତାସହ ମେଘ, ବିଜୁଳି ଗର୍ଜନ,
ତଥାପି
ଶାନ୍ତ ନାଉରୀ ,
ବାହି ନେଉଛି ନାଆ ମୋର,
ବିଶ୍ୱାସ ଢେର ବେଶି,
ଭାସିଗଲେ ପଛେ
ଭାସିଯିବି
ସୁଅର ପ୍ରଚଣ୍ଡ ଧାରାରେ
କିନ୍ତୁ,
ନିରାପଦ ରହିବେ,
ଆସ୍ଥା ଯିଏ ରଖି ବସିଛି
ମୋ ନାଆରେ------- !

ସଂଳାପ-୫୩ #ଆସ୍ଥା

Rate the content


Originality
Flow
Language
Cover design

Comments

Post


Some text some message..