Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୫୩ #ଆସ୍ଥା

ସଂଳାପ-୫୩ #ଆସ୍ଥା

1 min
6.8K


ସଂଳାପ-୫୩
#ଆସ୍ଥା
 
ମଝି ଦରିଆରେ 
ନାଆ
ବତାସି ଝଡ଼,
ଡେହୁ ବି ଭାରି ଭୟଙ୍କର,
ତାସହ ମେଘ, ବିଜୁଳି ଗର୍ଜନ,
ତଥାପି
ଶାନ୍ତ ନାଉରୀ ,
ବାହି ନେଉଛି ନାଆ ମୋର,
ବିଶ୍ୱାସ ଢେର ବେଶି,
ଭାସିଗଲେ ପଛେ
ଭାସିଯିବି
ସୁଅର ପ୍ରଚଣ୍ଡ ଧାରାରେ
କିନ୍ତୁ,
ନିରାପଦ ରହିବେ,
ଆସ୍ଥା ଯିଏ ରଖି ବସିଛି
ମୋ ନାଆରେ------- !


Rate this content
Log in