ଭିନ୍ନ ମଣିଷ
ଭିନ୍ନ ମଣିଷ
1 min
7.1K
ଭିନ୍ନ ମଣିଷ ମୁଁ
ଭିନ୍ନ ମୋ କଳ୍ପନା
ଅନ୍ୟ ମଣିଷଙ୍କୁ ନେଇ ।
ସମସ୍ତେ ମୋ ବନ୍ଧୁ
ସଖା ସହୋଦର
ଶତୃ ମୋର କେହି ନାହିଁ।
ନୁହେଁ ଦୁର୍ଯ୍ୟୋଧନ
ନୁହେଁ ଯୁଧିଷ୍ଠିର
ନୁହେଁ ଶକୁନି,ନାରଦ।
ମୁଁ ଏକ ନିମିତ୍ତ
ଈଶ୍ବର ପ୍ରେରିତ
ଲଙ୍ଘିବାକୁ ଯେ ବିଷାଦ।