Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୩୮
ସଂଳାପ-୩୮
★★★★★

© Ram Prasad Bisoi

Others

1 Minutes   6.8K    6


Content Ranking

ସଂଳାପ-୩୮
 
ଶବ୍ବଶୂନ୍ୟ କାହିଁକି ? 
ଜୀବନରେ
ସବୁ ସମ୍ଭବ; 
ପ୍ରେମ, ବିରହ, ସଙ୍ଗୀତର ଅପୂର୍ବ ମୂର୍ଛନା ,
ମେଘମହ୍ଲାର ରାଗରେ...! ଟିକିଏ ଭିଜିଯାଇ, 
ଟିକିଏ ଆତ୍ମସ୍ଥ ହେଇ ଦେଖନା, ଶବ୍ବସବୁ 
କେମିତି ବିରହି ପ୍ରେମିକାର ଅଶ୍ରୁ ପରି ଟପ ଟାପ ଗଳିପଡିବେ ତୁମ ଘର ମଝି ଅଗଣାରେ ତା ପରେ ଜୀବନ-----!!
 
ହଁ, ଏକଥା ସତ, ସମସ୍ତେ ଓଦା ହୁଅନ୍ତି ନାହିଁ...
ଯେତେ ଭିଜିଲେ ବି ଲୁହରେ
ତଥାପି,
ସୁହାସିତମ ରେ ଯେ ରହେ----!!!
 
©®କାଶ୍ୟପ,ରାୟଗଡା ।
 
 
 
 

ସଂଳାପ-୩୮

Rate the content


Originality
Flow
Language
Cover design

Comments

Post


Some text some message..