ସଂଳାପ-୩୮
ସଂଳାପ-୩୮
1 min
6.8K
ସଂଳାପ-୩୮
ଶବ୍ବଶୂନ୍ୟ କାହିଁକି ?
ଜୀବନରେ
ସବୁ ସମ୍ଭବ;
ପ୍ରେମ, ବିରହ, ସଙ୍ଗୀତର ଅପୂର୍ବ ମୂର୍ଛନା ,
ମେଘମହ୍ଲାର ରାଗରେ...! ଟିକିଏ ଭିଜିଯାଇ,
ଟିକିଏ ଆତ୍ମସ୍ଥ ହେଇ ଦେଖନା, ଶବ୍ବସବୁ
କେମିତି ବିରହି ପ୍ରେମିକାର ଅଶ୍ରୁ ପରି ଟପ ଟାପ ଗଳିପଡିବେ ତୁମ ଘର ମଝି ଅଗଣାରେ ତା ପରେ ଜୀବନ-----!!
ହଁ, ଏକଥା ସତ, ସମସ୍ତେ ଓଦା ହୁଅନ୍ତି ନାହିଁ...
ଯେତେ ଭିଜିଲେ ବି ଲୁହରେ
ତଥାପି,
ସୁହାସିତମ ରେ ଯେ ରହେ----!!!
©®କାଶ୍ୟପ,ରାୟଗଡା ।