Audio

Forum

Read

Contests

Language


Write

Sign in
Wohoo!,
Dear user,
ବାକି ସ୍ମୁତି
ବାକି ସ୍ମୁତି
★★★★★

© Ranita Swain

Romance

1 Minutes   6.9K    1


Content Ranking

ଏ ଟାଣ ଖରା ବେଳ

ଆମ୍ବ ଗଛ ମୂଳ

ଆଉ ଏ ନଈ କୂଳ

ଅନେକ ଦିନ ପରେ ଏମାନଙ୍କ ସହ ଭେଟ ହୋଇଛି ||


କାହିଁକି କେଜାଣି ଯେତେ ଗପିଲେ ବି

କଥା ସରୁନି କି ମନ ବୁଝୁନି

କିଛି ସ୍ମୁତି....ବାକି ରହି ଯାଉଛି ||

ବାକି ସ୍ମୁତି ମନ ଆମ୍ବ ଗଛ

Rate the content


Originality
Flow
Language
Cover design

Comments

Post


Some text some message..