ବାକି ସ୍ମୁତି
ବାକି ସ୍ମୁତି
ଏ ଟାଣ ଖରା ବେଳ
ଆମ୍ବ ଗଛ ମୂଳ
ଆଉ ଏ ନଈ କୂଳ
ଅନେକ ଦିନ ପରେ ଏମାନଙ୍କ ସହ ଭେଟ ହୋଇଛି ||
କାହିଁକି କେଜାଣି ଯେତେ ଗପିଲେ ବି
କଥା ସରୁନି କି ମନ ବୁଝୁନି
କିଛି ସ୍ମୁତି....ବାକି ରହି ଯାଉଛି ||
ଏ ଟାଣ ଖରା ବେଳ
ଆମ୍ବ ଗଛ ମୂଳ
ଆଉ ଏ ନଈ କୂଳ
ଅନେକ ଦିନ ପରେ ଏମାନଙ୍କ ସହ ଭେଟ ହୋଇଛି ||
କାହିଁକି କେଜାଣି ଯେତେ ଗପିଲେ ବି
କଥା ସରୁନି କି ମନ ବୁଝୁନି
କିଛି ସ୍ମୁତି....ବାକି ରହି ଯାଉଛି ||