Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ସଂଳାପ-୮୫

ସଂଳାପ-୮୫

1 min
6.4K



ମୁଁ ରହେ ଅବା ନ ରହେ

ତୁମେ ରହିଥାଆ ସ୍ମୃତିଟିଏ ହୋଇ


ସୁବୁଦିନେ


ଯେତେବେଳେ ମତେ ଲାଗିବ ନିଦ,

ତୁମ କୋଳରେ ଶୋଇବାକୁ


ଟିକକ ଜାଗା ଦେଇ ଚାଲିଥାଅ,

ବାସ ଏତକ ରଖିଥାଅ ମନ--!


©®କାଶ୍ୟପ,ରାୟଗଡା ।


Rate this content
Log in