Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagabandhu Sahu

Fantasy Romance

1.0  

Jagabandhu Sahu

Fantasy Romance

ସ୍ବପ୍ନ

ସ୍ବପ୍ନ

1 min
2.4K


ରାତିର ନିଦରେ ସପନେ ଦେଖୁଛି

ତୁମକୁ ଗୋ ପ୍ରିୟତମା

ଯେତେ ଦେଖିଲେବି ଏ ଆଖି ଫେରେନି

ଏ ମନ ବୁଝେନି ଜମା ।

ସପନରେ ଆସି ପାଖେ ବସ ଯେବେ

ଭାରି ଖୁସି ଲାଗେ ମୋତେ

ହରିଣୀ ଚାହାଣୀ ଧିର ସ୍ଥିର କଥା

ପାଗଳ କରିଛି ମୋତେ ।

ସପନର ଦେଖା ହେଲେ ବାସ୍ତବରେ

ପାଇଲେ ତୁମକୁ ପାଖେ

ଅଜାଡି ଦେବି ମୁଁ ତୁମ ପାଦ ତଳେ

ଦୁନିଆର ଖୁସି ଯେତେ ।

ମୋ ସ୍ଵପ୍ନ ସୁନ୍ଦରୀ ଡେରି କର ନାହିଁ

ବେଗେ ଆସ ତୁମେ ଚାଲି

ପାଇ ମୁଁ ପାଖରେ ତୁମକୁ ଗୋ ପ୍ରିୟା

ସବୁ ଦୁଃଖ ଯିବି ଭୁଲି ।


ପ୍ରେମ୍ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ


Rate this content
Log in