Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Romance Abstract Others

2  

Dr Susmita Dash

Romance Abstract Others

ସମ୍ମୋହନ

ସମ୍ମୋହନ

1 min
6.7K


ତବ ସମ୍ମୋହନେ, ବିମୋହିତ ମୁଁ

ହୃଦ କାରାଗାରେ, ଆବଦ୍ଧ ମୁଁ

ବାନ୍ଧି ନିଅ ତୁମ ପ୍ରେମ ଶିକୁଳିରେ,

ରହିଯିବି ଚିରଦିନ ସେ ରୁଦ୍ଧଦ୍ଵାରେ।

ହେଲେ କଥା ଦିଅ,

କରିବ ଉପଯୁକ୍ତ ମୂଲ୍ୟାୟନ ମୋର

ମୋ ସ୍ଥିତିର, ଉଡ଼ାଣର,

ଅହଲ୍ୟା ପ୍ରସ୍ତର ମୁଁ,

ଲଭେ ଯଦି ସାନିଧ୍ୟ ତବ

ପାଇଯିବି ଉଦ୍ଧାର,

କରିବି ସବୁ ସ୍ୱପ୍ନକୁ ସାକାର।


Rate this content
Log in

Similar oriya poem from Romance