Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjita Das

Inspirational

2  

Ranjita Das

Inspirational

ଫୁଲ

ଫୁଲ

1 min
264


ମୁଁ ଫୁଲଟିଏ ହେବି

ସେ କୋକେଇକୁ ସଜାଉଥିବା ଫୁଲ ହେଉ

କି ପୂଜା ପାଇଁ ଫୁଲ,

ବା ହେଉ ସେ ବାସନା ରାତିର ଫୁଲ ।

ଅନ୍ତତଃ କିଛି କାମରେ ତ ଆସିବି!

କେବେ ଦୁଦୁରାଟେ ହେଇ ଭୋଳାବାବା 

ଚରଣରେ ଗଡିଯିବି

ପୁଣି ନାଲି ମନ୍ଦାର ମାଳଟେ ହେଇ 

ମା' ଗଳାରେ ଝଲକିବି

ନାଲି, ନେଳି ଭଳିକି ଭଳି ଫୁଲ 

ହେଇ ମହକି ଯିବି

ହଁ, ମୁଁ ଫୁଲଟିଏ ହେବି ।


Rate this content
Log in