ରାସ୍ତା
ରାସ୍ତା
1 min
6.5K
ତୁମ ସହ ଦେଖା
କେଉଁ ଏକ ଅଭୁଲା ମୁହୂର୍ତ୍ତ
ଜୀବନର ଶେଷ ଯିଏଁ
ସାଇତା ଅଭୁଲା ସ୍ମୃତି
ତୁମ ପାଶେ ଶେଷ
ଜୀବନର ସବୁ ରାସ୍ତା
ତୁମ ସହ ଦେଖା
କେଉଁ ଏକ ଅଭୁଲା ମୁହୂର୍ତ୍ତ
ଜୀବନର ଶେଷ ଯିଏଁ
ସାଇତା ଅଭୁଲା ସ୍ମୃତି
ତୁମ ପାଶେ ଶେଷ
ଜୀବନର ସବୁ ରାସ୍ତା