Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Mishra

Others

2  

Arabinda Mishra

Others

ତୁମେ

ତୁମେ

1 min
170


ପରିଚିତ ନାମରେ,ଅପରିଚିତ ହେଇ

ନିତି ଉଚାରୁଛ ମୋତେ

କାଳେ ଦେଖିଦେବି ,ଯାଏ ଧାଇଁ

ପ୍ରେମର ଉପହାର ଧରି ହାତେ. .

ଫୁଟିଯାଇ ହୃଦୟରେ,ବାସ ଖେଳେଇ

ଆସି ଯାଉଥାଅ ଚିତେ

ନିତି ରାତିଟାରେ,ନିଇତି ସ୍ବପ୍ନେଇ

ବାନ୍ଧି ଯାଉଥାଅ ପ୍ରୀତେ ..



Rate this content
Log in