Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚିତ୍ର ବି କଥା କହେ
ଚିତ୍ର ବି କଥା କହେ
★★★★★

© Sasmita Acharya

Fantasy

1 Minutes   6.7K    4


Content Ranking

ସ୍ବପ୍ନର ସୌଦାଗର

ତୁମେ ଆସ

ନିଶବ୍ଦ ପ୍ରହରେ

ସାଉଣ୍ଟି ନେବାକୁ

କ୍ଷଣକି ସମୟର ସୁଖ

ହସ ହସ ଓଠରେ ଭରି

ମିଠା ମିଠା ଦରଦ………||

ଫୁଲ ଭରା ଅଗଣାରେ

ମୁଁ କୋମଳ ମନଟିଏ

ଭୁଲିଯାଏ ହଜିଯାଏ

ଟିକିଏ ମୋହରେ

ଭାଙ୍ଗିଯାଏ ସୀମାରେଖା

ଅଫେରା ପାଦକୁ ଯେବେ

ଫେରେଇ ଆଣେ

ମନ ତଳେ ମିଳେ ଯାହା

ଅସରନ୍ତି ଦରଜ ||

ସ୍ବପ୍ନ ସୌଦାଗର ମନ

Rate the content


Originality
Flow
Language
Cover design

Comments

Post

Some text some message..