Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ସଂଳାପ-୮୬

ସଂଳାପ-୮୬

1 min
6.6K


ସଂଳାପ-୮୬
 
ଦରଦୀ ଶବ୍ଦକୁ 
ସାଉଁଟି ନେଲି,
କଣ୍ଟା ସବୁକୁ ଫୋଡି ଦେଲି
ଛାତିରେ
ସହିନେଲି ତା ବିରହ
ମୁଁ ପା ତା  
ହସ ମୁହାଁ ରୂପେଲି ଜହ୍ନ,
ସେ ସିନା ମତେ 
କରି ଦେଲା ପର
ଅଭିମାନ ତାର ଢେର
ମହାନଦୀ ବନ୍ୟା ପାଣି ଠାରୁ ଅଧିକ-----!
 
ମନକୁ ମୋର କରି ପର ଉଡ଼ିଗଲା ଦୂର ରାଇଜ,
ପକ୍ଷୀ ଖୋଲି ଦେଳା
ଆବଦ୍ଧ ପିଞ୍ଜୁରୀ ଦ୍ୱାର 
ବରିନେଲା ନିଜକୁ ନିଜେ
ଜୀବନ ବନ୍ଦିନୀର
ଶୋଇ ପଡେ ତୁ ମୋ ପ୍ରିୟା ଓଠରୁ ଝରି ପଡୁଥିବା
ଦରଦୀ ଶବ୍ଦ
ଦେଖ, ରୂପେଲି ଜହ୍ନ, ତା ପାଇଁ ଗାଉଛି ମନ୍ଦ ମନ୍ଦ ଶୀତଳ ପବନ ସହ
ତୁ କରନା ବଦନାମ 
ପ୍ରିୟତମା କୁ ମୋର
ଦରଦୀ ଶବ୍ଦ ମିଶି 
ତା ଆଖି ଲୁହ ସହ--------!!
 
©®କାଶ୍ୟପ,ରାୟଗଡା ।


Rate this content
Log in