Audio

Forum

Read

Contests

Language


Write

Sign in
Wohoo!,
Dear user,
କବି
କବି
★★★★★

© Pramila Sahoo

Inspirational

1 Minutes   6.7K    3


Content Ranking

କବିର ହୃଦୟ କୋମଳ ଗୋଲାପ

ନଥାଏ କାହା ଲାଗି ଛନ୍ଦ କପଟ

ସବୁବେଳେ ଅନ୍ୟ ଓଠରେ ହସ

ଭରି ଦେବା ମନରେ ଛୋଟିଆ ପ୍ରୟାସ

ପ୍ରକୃତିକୁ ଭଲପାଇବା ଲେଖି ଯାଏ କବିତା

ବାସ୍ ଯେମିତି ହୃଦୟର ପରିଭାଷା

ସେମିତି ନଦୀ ନାଳ ଝରଣା ପାହାଡ଼ ପରା

ହୃଦୟ ଚାହେଁ ସବୁବେଳେ ରହିବାକୁ ଏମାନଙ୍କ ସହ

ଲେଖୁ ଲେଖୁ କବିତା ଭୁଲି ଯାଏ ଖାଇବା ପିଇବା

କବି ପାହାଡ଼ ପରିଭାଷା

Rate the content


Originality
Flow
Language
Cover design

Comments

Post


Some text some message..