Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa Bharati Dash

Inspirational

3  

Biswa Bharati Dash

Inspirational

ନୀଳ ତୃଷ୍ଣା

ନୀଳ ତୃଷ୍ଣା

1 min
7K



ନୀଳ ଯେ ଆକାଶ ଆଉ ନୀଳ ବି ସାଗର ,

ନୀଳ ଢଳ ଢଳ ପୁଣି କଇଁ ପୋଖରୀର ।।

ନୀଳ ପରବତ ଆଉ ନୀଳ ତା କନ୍ଦର ,

ନୀଳ ନୀଳ ଅଟେ ଆହା ଲୀଳାମୟ ମୋର ।।

ନୀଳ ନୀଳକଣ୍ଠ ସେତ ନୀଳଗିରି ନାଥ ,

ନୀଳ ଦରିଆର ସାଥେ ନୀଳଚକ୍ର ନେତ ।।

ନୀଳମାଧବ ସେ ଆହା ସେ ନୀଳଶଇଳ ,

ନୀଳ ନୀଳ ତାର ସତେ ନୟନ ଯୁଗଳ ।।


ନୀଳ ନୀଳୋତ୍ପଳେ ଆହା ଦେଇ ନୀଳାମ୍ବର ,

କୁଞବନେ ରସେ ସେହୁ ବରି ମଲ୍ଲୀମାଳ ।।

ନା ହୋଇ ପାରିବି ଅବା ସେ ନୀଳନୟନା ,

ଲକ୍ଷେ ଗୋପୀ ସହ କେବେ ନହେବି ତୁଳନା ।।

ଜୀବନରେ ମୋର ତୁହି ଭରିଦେ କରୁଣା ,

ନୀଳ ଉନ୍ମାଦନା ମୋତେ କରେ ବାଟବଣା ।।


Rate this content
Log in

Similar oriya poem from Inspirational