Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଜାଣିଛ !

ଜାଣିଛ !

1 min
6.7K


☀☀ ଜାଣିଛ ! ☀☀

ଜାଣିଛ !

ଏ ଯେଉଁ ଶୀତୁଆ ସଂଜରେ ...

ସବୁ ଫେରିଲେଣି

- ପକ୍ଷୀ ବାନ୍ଧିଥିବା ନୀଡ଼କୁ ,

ଗୋଠ ଗାଈ ଗୁହାଳକୁ ,

କଅଁଳା ତା' ମା' କୋଳକୁ ,

ପ୍ରେମ ସବୁ ଆଲିଙ୍ଗନକୁ ।

ଯାହା କିନ୍ତୁ ଏଯାଏଁ ଫେରିନି ,

(ଫେରିନି କ'ଣ ? ତୁମେ ଫେରାଇନ!) ମୋ ବିଶ୍ୱସ୍ତ ହୃଦୟ ...

ତା' ଛାତି କୋରଡ଼କୁ ।।।।


Rate this content
Log in