Audio

Forum

Read

Contests

Language


Write

Sign in
Wohoo!,
Dear user,
ଜାଣିଛ !
ଜାଣିଛ !
★★★★★

© Amiya Bej

Others

1 Minutes   6.7K    3


Content Ranking

☀☀ ଜାଣିଛ ! ☀☀

ଜାଣିଛ !

ଏ ଯେଉଁ ଶୀତୁଆ ସଂଜରେ ...

ସବୁ ଫେରିଲେଣି

- ପକ୍ଷୀ ବାନ୍ଧିଥିବା ନୀଡ଼କୁ ,

ଗୋଠ ଗାଈ ଗୁହାଳକୁ ,

କଅଁଳା ତା' ମା' କୋଳକୁ ,

ପ୍ରେମ ସବୁ ଆଲିଙ୍ଗନକୁ ।

ଯାହା କିନ୍ତୁ ଏଯାଏଁ ଫେରିନି ,

(ଫେରିନି କ'ଣ ? ତୁମେ ଫେରାଇନ!) ମୋ ବିଶ୍ୱସ୍ତ ହୃଦୟ ...

ତା' ଛାତି କୋରଡ଼କୁ ।।।।

ଜାଣିଛ !

Rate the content


Originality
Flow
Language
Cover design

Comments

Post


Some text some message..