Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୮
ଜୀବନ ଗୀତା-୨୮
★★★★★

© Geeta Sarangi

Others

1 Minutes   7.3K    6


Content Ranking

ଜୀବନ ଗୀତା
 
ଜୀବନ.......
କେବେ ଜନମ-ମରଣ ବନ୍ଧନୀରେ
ଏକ ଜଟିଳ ଗଣିତ ସୂତ୍ର
କେବେ ଏନ୍ତୁଡିଠୁଁ ଜୁଇର ନିଆଁରେ
ଜଳୁଥିବା ପ୍ରହେଳିକା ମାତ୍ର ॥୦॥
 
କେବେ ସେ ଶେଫାଳିଫୁଲ
କେବେପୁଣି ତାରାଫୁଲ
ମୂଲ ତା' ଅମୂଲମୂଲ
କରୁଥାଏ ଝଲମଲ
କେତେ ସାଧନାର ପଥପରେ ସିଏ
ପୁଣି ଅଟଳ ସଂଗ୍ରାମରତ ॥୧॥
 
କେବେ ସେ ବୈଶାଖୀ ଝଡ
କେବେ ବରଷାର ଧାର
ବାଇ ଚଢେଇର ନୀଡ
କେବେ ସେ ଅତଡାଦାଢ
କେତେ କାମନାର କାନ୍ଭାସ ପରେ
ଆଙ୍କିଦିଏ କୋଣାର୍କର ଚିତ୍ର ॥୨॥

#lyric#based on life#odia

Rate the content


Originality
Flow
Language
Cover design

Comments

Post


Some text some message..