Audio

Forum

Read

Contests

Language


Write

Sign in
Wohoo!,
Dear user,
ହେ ମୋର କାହ୍ନା
ହେ ମୋର କାହ୍ନା
★★★★★

© Saudamini Pattanaik

Others

1 Minutes   6.7K    6


Content Ranking

ତୁମକୁ ନ ଦେଖିଲେ ତୁମକୁ ନ ଡାକିଲେ

ତୁମକୁ ନ ପୂଜିଲେ ଦିନ ମୋର ସୁଖେ ଯାଏନା

ଦିନ ମୋର ଭଲେ ସରେନା, ହେ ମୋର କାହ୍ନା ॥

ତୁମ ଦରଶନ ବିନା ଏ ମନ କାହିଁ ବୁଝେନା

ତୁମେ ପ୍ରଭୁ ଜଗନ୍ନାଥ ତୁମେ ପ୍ରଭୁ ଗୋପୀନାଥ

ବୁଝି କି ପାରନା, ହେ ମୋର କାହ୍ନା ॥

ତୁମେ ପରା ଅନ୍ତର୍ଯ୍ୟାମୀ ତୁମେ ତ୍ରି ଲୋକର ସ୍ଵାମୀ

ତୁମେ କି ଜାଣନା ମୋ ଅନ୍ତର ବେଦନା

ତୁମେ ମୋ କାହ୍ନା, ହେ ମୋର କାହ୍ନା ॥

ସୌଦାମିନୀ ପଟ୍ଟନାୟକ

ପାହାଳ

ଭୁବନେଶ୍ଵର

କାହ୍ନା ମନ ବେଦନା

Rate the content


Originality
Flow
Language
Cover design

Comments

Post


Some text some message..