Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Saudamini Pattanaik

Others

3  

Saudamini Pattanaik

Others

ହେ ମୋର କାହ୍ନା

ହେ ମୋର କାହ୍ନା

1 min
6.8K


ତୁମକୁ ନ ଦେଖିଲେ ତୁମକୁ ନ ଡାକିଲେ

ତୁମକୁ ନ ପୂଜିଲେ ଦିନ ମୋର ସୁଖେ ଯାଏନା

ଦିନ ମୋର ଭଲେ ସରେନା, ହେ ମୋର କାହ୍ନା ॥

ତୁମ ଦରଶନ ବିନା ଏ ମନ କାହିଁ ବୁଝେନା

ତୁମେ ପ୍ରଭୁ ଜଗନ୍ନାଥ ତୁମେ ପ୍ରଭୁ ଗୋପୀନାଥ

ବୁଝି କି ପାରନା, ହେ ମୋର କାହ୍ନା ॥

ତୁମେ ପରା ଅନ୍ତର୍ଯ୍ୟାମୀ ତୁମେ ତ୍ରି ଲୋକର ସ୍ଵାମୀ

ତୁମେ କି ଜାଣନା ମୋ ଅନ୍ତର ବେଦନା

ତୁମେ ମୋ କାହ୍ନା, ହେ ମୋର କାହ୍ନା ॥

ସୌଦାମିନୀ ପଟ୍ଟନାୟକ

ପାହାଳ

ଭୁବନେଶ୍ଵର


Rate this content
Log in