Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

2  

Dr Jharana Satapathy

Others

ମର୍ଣ୍ଣିଙ୍ଗ୍ ଓ୍ବାକ

ମର୍ଣ୍ଣିଙ୍ଗ୍ ଓ୍ବାକ

1 min
307



ସକାଳୁ ସକାଳୁ ବାହାରି ପଡିଲି

ମର୍ଣ୍ଣିଙ୍ଗ୍ ଓ୍ବାକରେ

ମର୍ଣ୍ଣିଙ୍ଗ୍ ଓ୍ବାକ କି କରିବି ଆଉ

କୁକୁର ଗୋଡାଇଲା ପଛରେ ।


ଘରଣୀର ସେତ ତାଗିଦ ମୋର 

ସକାଳୁ ଓ୍ବାକିଙ୍ଗ୍ କର

ଫିଟ୍ ରଖିଵ ନିଜ ଶରୀର

ମୋଟାପାରୁ ହେବ ଦୂର ।


ଲକ୍ଷ୍ୟ ସ୍ଥିର ରଖି ଅଗ୍ରସର ହେଲି

ମନୋବଳ କରି ଦୃଢ 

କୁକର କାମୁଡାରେ କ୍ଷତ ବିକ୍ଷତହୋଇ

ହୋଇଲା ମତେ ଫିବର ।


ଜ୍ବର ଭଲ ହେଲା ପରେ ପୁଣି ବାହାରିଲି

ସକାଳେ ଓ୍ବାକିଙ୍ଗ୍ କରିବାକୁ

ଓ୍ବାକିଙ୍ଗ୍ କି କରିବି ଆଉ

ପଛରେ ପଡିଗଲା ଚୋର ଚେନ ଛଡାଇବାକୁ ।


ଦେଖାଇଲା ଛୁରୀ ମୁହକୁ ରଗଡି

ପକେଟ୍ ରେ ଯାହା ଅଛି ବାହାର କର

ଘରଣୀ ବୋଲିଲା ଓ୍ବାକିଙ୍ଗ୍ ବନ୍ଦକର

ଘରେ ବସି ଯୋଗ କର ।


ମର୍ଣ୍ଣିଙ୍ଗ୍ ଓ୍ବାକ ଯିବା ନାହିଁ ଦରକାର

ମର୍ଣ୍ଣିଙ୍ଗ୍ ଓ୍ବାକ ଯିବା ନାହିଁ ଦରକାର ।



Rate this content
Log in