Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୭୯
ସଂଳାପ-୭୯
★★★★★

© Ram Prasad Bisoi

Others

1 Minutes   1.2K    4


Content Ranking

ସଂଳାପ-୭୯
 
ଶୂନ୍ୟ ଆଶ୍ରିତା
ପାରିଜାତ
ତୁମେ ଥିଲ ,ମୁଁ ବି ଥିଲି
ସାରାରାତି ଚାଲୁଥିଲା ଗପସପ,
ଜହ୍ନ ,ତାରା , 
ଅସୁମାରୀ ସ୍ୱପ୍ନର ଢେର ଥିଲା
କେତେବେଳେ ପାହି ଯାଉଥିଲା 
ଛୋଟ ଶୀତରାତି
ଗତକାଲି 
କିନ୍ତୁ
ହେଲେ,ଆଜି-------------!
 
©®କାଶ୍ୟପ,ରାୟଗଡା ।
 
 
 
 

ସଂଳାପ-୭୯

Rate the content


Originality
Flow
Language
Cover design

Comments

Post


Some text some message..