ସଂଳାପ-୭୯
ସଂଳାପ-୭୯
1 min
1.2K
ସଂଳାପ-୭୯
ଶୂନ୍ୟ ଆଶ୍ରିତା
ପାରିଜାତ
ତୁମେ ଥିଲ ,ମୁଁ ବି ଥିଲି
ସାରାରାତି ଚାଲୁଥିଲା ଗପସପ,
ଜହ୍ନ ,ତାରା ,
ଅସୁମାରୀ ସ୍ୱପ୍ନର ଢେର ଥିଲା
କେତେବେଳେ ପାହି ଯାଉଥିଲା
ଛୋଟ ଶୀତରାତି
ଗତକାଲି
କିନ୍ତୁ
ହେଲେ,ଆଜି-------------!
©®କାଶ୍ୟପ,ରାୟଗଡା ।