Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Abstract Others

2  

Sukanti Hotta

Abstract Others

ପ୍ରକୃତି

ପ୍ରକୃତି

1 min
218


ଅତି ସୁନ୍ଦର ମୟୁର ନାଚୁଛି

ଆକାଶ ସୁନ୍ଦର ଦିଶେ

ଇନ୍ଦ୍ର ଧନୁର ମନଲୋଭା ବେଶ

ମନରେ ଆନନ୍ଦ ଆସେ l


ପ୍ରକୃତିର ରୂପ ଅତ୍ୟନ୍ତ ସୁନ୍ଦର

କବି ଲେଖକଙ୍କୁ ଲାଗେ

କାଗଜ କଲମ ହାତରେ ଧରି

ପ୍ରଭୁଙ୍କ କୃପା ମାଗେ l


ଉପାସନା କରି ଵିଭୂଙ୍କ ପୟରେ

ସତମିଛ ଲେଖୁଥାଏ

ସୁନ୍ଦର ସୃଷ୍ଟିକୁ ବର୍ଣ୍ଣିବା କଠିନ

ନୂଆ ନୂଆ ଦିଶୁଥାଏ l



Rate this content
Log in

Similar oriya poem from Abstract