Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trupti Paikaray

Inspirational

3  

Trupti Paikaray

Inspirational

ଆନମନା

ଆନମନା

1 min
6.9K



ଜହ୍ନର ମନ,

ଆଜି ସପନେ ତଲ୍ଲୀନ,

ଆକାଶର ଅଗଣାରେ,

ସପନର ଇଲାକା,

ନୀରବ, ନିଶବ୍ଦ

ଚୁନାଚୁନା ତାରଫୁଲେ,

ସ୍ମୃତିର ଆସର I


ପଲ୍ଲବିତ ତନ୍ଦ୍ରାରେ,

ଖିଆଲୀ ମନକୁ,

ଶୀତୁଆ ମାଦକତା I

ମେଞ୍ଚାମେଞ୍ଚା କାକରରେ

ଅସଜଡ଼ା ଅତୀତ,

ପ୍ରେମର ମଧୁଶାଳା,

ଆଉ ଫିକାଫିକା ଜୋଛନା,

ଖିଆଲୀ ଜହ୍ନ,

ଆଜି ଭାରି ଆନମନା I


Rate this content
Log in