Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିଚୟ
ପରିଚୟ
★★★★★

© Firoj Kumar Patel

Drama

1 Minutes   6.8K    4


Content Ranking

ମୁଁ ମାତିଛି

ରଙ୍ଗ ମାଖିବାରେ ....

ଭିନ୍ନ ଏକ ଫିରୋଜ ହେବାରେ ..

 

ରଙ୍ଗରେ ରଙ୍ଗ ମିଶେଇ

ରଙ୍ଗୀନ ହେଉଛି ମୁଁ ...

ମୁଖା ଉପରେ ମୁଖା ପିନ୍ଧି

ବହୁରୂପି ହେଉଛି ମୁଁ ...

 

ବାଘ-ଭାଲୁର ଜଙ୍ଗଲରେ

ବଦଲେଇ ଚାଲିଛି ପରିଚୟ ...

ମଣିଷ ହୋଇ ବଞ୍ଚିବା ପାଇଁ । 

 

ଫିରୋଜ

 

#ପରିଚୟ #ଫିରୋଜ #Firoj #parichaya

Rate the content


Originality
Flow
Language
Cover design

Comments

Post


Some text some message..