Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others Romance

1.0  

Writer Roja Panda

Others Romance

ମୌସୁମୀ

ମୌସୁମୀ

1 min
7.2K


ମୌସୁମୀ ସିନା ବଦଳି ଯାଇଛି

ବଦଳି ନାହିଁ ମୁଁ ନିଜେ ,

ସେଇଥି ପାଇଁ କି ତୁମ ଚଲା ପଥେ

ପ୍ରୟାସ ପଥିକ ସାଜେ ।

ତୁମକୁ ସିନା ମୁଁ ବୁଝେଇ ଦେଇଛି

ଅବୁଝା ରହିଛି ନିଜେ,

ଯେଉଁଥି ପାଇଁ କି ପ୍ରତି ମୁହୂର୍ତ୍ତରେ

ଲୁହରେ ମୋ ଆଖି ଭିଜେ ।

ଝରି ଯାଇଥିବା ଫୁଲର କି ଅଛି

ପାଦ ତଳେ ତାର ସ୍ଥାନ,

ଭଲ ପାଉଥିବା ଲୋକର କି ଅଛି

ଝୁରି ଝୁରି ବିତେ ଦିନ ।

ତୁମେ ମୋ ମନର ମରୁପ୍ରାନ୍ତରେ

ନୀଳ ନିର୍ଝରିଣୀ ସମ ,

ଝୁରୁଥାଉ ନୀତି ତୁମରି ଏ ପ୍ରୀତି

ଚାହୁଁଛି ଏହି ମୋ ମନ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ , ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦


Rate this content
Log in