Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଵଳରାମ ତରାଈ

Inspirational

2  

ଵଳରାମ ତରାଈ

Inspirational

ନାରୀ ଓ ମାଆ

ନାରୀ ଓ ମାଆ

1 min
292


ନାରୀର ଅନନ୍ତ ନାମ

ନାରୀ ମାଆ

ନାରୀ ପ୍ରିୟତମା

ନାରୀ କାଳୀ

ନାରୀ ଅର୍ଦ୍ଦାଙ୍ଗିନୀ

ନାରୀ ଲକ୍ଷ୍ମୀବାଈ

ନାରୀ ଭଗିନୀ

ନାରୀ ନାରାୟଣୀ

ନାରୀ ଆଦିଶକ୍ତି

ନାରୀ ଶକ୍ତିପ୍ରଦାୟିନୀ

ମାଆ ତୁମେ ଜଗତ ଜନନୀ 

ତୁମ ବିନା ନାହିଁ କେ ସାହା 

ଏ ଧରା ଧାମେ ତୁମେ ଏକା ସାହା

ଆମ ମା' ଆମ ମା' 

ମାଆ ତୁମେ ଆମ ଲକ୍ଷ୍ମୀ ଠାକୁରାଣୀ

ଆସନ୍ତୁ ଆମେ ନାରୀଙ୍କୁ ସମ୍ମାନ ଦେବା

ସମସ୍ତେ ମିଳିମିଶି ଶପଥ ନେବା

ନାରୀ ସବୁ ସହିପାରେ

ସେଥି ପାଇଁ ତା ନାମ ଅନନ୍ୟା ।


Rate this content
Log in