Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Romance

2  

Ajaya Mahala

Romance

ସ୍ବପ୍ନ

ସ୍ବପ୍ନ

1 min
1.4K


ସ୍ମୃତି ବି ସ୍ବପ୍ନ କଲ୍ପନା ବି ସ୍ବପ୍ନ

ସ୍ବପ୍ନକୁ ଭଲରେ ଜାଣେ,

ପୃଷ୍ଠ ଭାଗର କଳା ବେଣୀ ଦେଖି

ତାକୁ ମୁଁ ସହଜେ ଚିହ୍ନେ ||


କଲ୍ପନା ସ୍ବପ୍ନର ସମ୍ମୁଖ ରୂପ

ଖିଲି ଖିଲି ତାର ହସ

ସ୍ମୃତି ତାହାର ଲେଉଟା ଚାହାଣୀ

ମିଠା ମିଠା ଓ ଉଦାସ ||


Rate this content
Log in

Similar oriya poem from Romance