Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ବପ୍ନ
ସ୍ବପ୍ନ
★★★★★

© Ajaya Mahala

Romance

1 Minutes   1.1K    3


Content Ranking

ସ୍ମୃତି ବି ସ୍ବପ୍ନ କଲ୍ପନା ବି ସ୍ବପ୍ନ

ସ୍ବପ୍ନକୁ ଭଲରେ ଜାଣେ,

ପୃଷ୍ଠ ଭାଗର କଳା ବେଣୀ ଦେଖି

ତାକୁ ମୁଁ ସହଜେ ଚିହ୍ନେ ||


କଲ୍ପନା ସ୍ବପ୍ନର ସମ୍ମୁଖ ରୂପ

ଖିଲି ଖିଲି ତାର ହସ

ସ୍ମୃତି ତାହାର ଲେଉଟା ଚାହାଣୀ

ମିଠା ମିଠା ଓ ଉଦାସ ||

ସ୍ବପ୍ନ କଲ୍ପନା ସ୍ମୃତି

Rate the content


Originality
Flow
Language
Cover design

Comments

Post


Some text some message..