Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ସେ ଚାଲିଗଲା ଆଉ କାହର ହୋଇ

ସେ ଚାଲିଗଲା ଆଉ କାହର ହୋଇ

1 min
431



ସେ ଚାଲିଗଲା ଆଉ କାହାର ହୋଇ

ଏକା ହୋଇଗଲି ରହି 

ମୋତେ ଛାଡ଼ିଗଲା ଜଳିବା ପାଇଁ 

ଜଳି ମରିବି ମୁହଁ ।


କି ଭୁଲ କରିଛି ଭଲ ମୁଁ ପାଇଛି 

ଦୋଷ ମୋର କେବେ ନାହିଁ 

ତଥାପି ଅଛି ମୋ ହୃଦୟରେ ଅଛ 

ଜାଗା ଆଉ କହା ପାଇଁ ନାହିଁ ।


ଥିବି ତମ ବlଟ ଚାହିଁ ମୋ ବିଶ୍ବାସ

 ଆଉ ବିଶ୍ୱାସ ତ ନାହିଁ 

ବସିଛି ମୁଁ ଅପେକ୍ଷାରେ ତମକୁ ସାଥି

ତମ ବାଟ ରହି ଚାହିଁ ।


ସାକ୍ଷୀ ଅଛି ମୋର ଏଇ ମନ ଅଗଣା 

ସାକ୍ଷୀ ଘର ଆମର

ମୋ ପ୍ରିୟା ପାଇଁ ସଜାଇ ରଖିଛି ଏକ

ସୁନାର ସୁନ୍ଦର ଘର ।


ଜଣେ କିଏ ଅଛି ପର କିଏ ଆପଣା  

କବେଳ ତମେ ନିଜର

କଥା ହେବା ପାଇଁ ତାକୁ ସମୟ ନାହିଁ 

ତମେ ନିଜକୁ ପଚାର ।

 

ଗପୁଛି ଦିନ ରାତି ଏକା ଅନିଦ୍ରା ହେଇ

ମୋତେ ଜାଳିବା ପାଇଁ

ଦୁଇ ପଦ କଥା ହେବାକୁ ଟାଇମି ନା 

 ମୋତେ ଜାଳିବା ପାଇଁ ।


ଭଲ ପାଉ ଥିଲି ତମକୁ ମମତା ଦେଇ

ଧୋକା ମୁଁ ଭୁଲିବି ନାହିଁ 

ଧୋକା ଦେଲା ଏକା କେବଳ ସେଇ

ଫେରିବା ବାଟକୁ ଚାହିଁ ।


ହୃଦୟର ଦୁଃଖ କୁ ଭଲା ବୁଝିଲା କି 

ଦିନେ ବୁଝିଲା ନାହିଁ 

ଏଇ କଥା ମୋର କପାଳେ ଅଛି ସାଥି 

ବୁଝି ପାରିଲି ନାହିଁ ।


ଆସିଥିଲି ଏକା ଯିବି ମୁଁ ଯିବେ ଏକା 

ସାଙ୍ଗ ନ ଯିବେ କେହି 

ଭୁଲିବାକୁ ଏଇ ମୋର ଦୁଃଖ ଯାତନା 

ଭୁଲି ପାରିବି ନାହିଁ ।


ତାର ହସ ଏକା ମୋର ସାନ୍ତ୍ଵନା ଥିଲା

ଭଲ ମଣିଷ ହୋଇ

ଖୁସିରେ ରୁହ ଭଲରେ ତମେ

ମଣିଷ  ଟେ ପରି ମଣିଷ ହେଇ ।


ତମ ସାଥେ ଅଛି ରହିବି ରହିଛି ସାଥି

କେବଳ ତମରି ହୋଇ

ସାରା ଜୀବନ ମୋ ବନ୍ଧୁ ଟେ ହୋଇ 

କେବଳ ତମରି ହେଇ ।



Rate this content
Log in