Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ଯେତେ କଳପନା

ଯେତେ କଳପନା

1 min
6.9K


ଯେତେ କଳପନା

 

ଆଭାକାନ୍ତ ମହାନ୍ତି

 

ଯେତେ କଳପନା, ଯେତେ ମୋ ସପନ

              ରହିବ କି ସହୀ ସତେ!

ତୁମରି ଭରସା କରି ମୁଁ ଗୋ' ଖାଲି

       ରହିଛି ଆଶାର ପଥେ । ୦ ।

 

କାହିଁ କେତେ ଦୂରେ ତୁମେ ଅଛ ଏବେ

ଭଗବାନ ସାଥେ ତୁମେ ଜାଣ ଭବେ

ହେଲେ ବି କଳ୍ପନା-ବୁଢ଼ୀଆଣି-ଜାଲେ

       ତୁମେ ଅଛ ମୋର ସାଥେ । ୧ ।

 

ଆଶା-ପିରାମିଡ୍ ଗଢ଼େ ସବୁବେଳେ

ତୁମ ବିନା ତାକୁ ଛୁଇଁ କେ' ନପାରେ

ଆସ ତୁମେ, ହସିଉଠୁ ମୋ କଳ୍ପନା

       ଭାବୁଛି ଆଜି ଏ ରାତେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in