Audio

Forum

Read

Contests

Language


Write

Sign in
Wohoo!,
Dear user,
ଯେତେ କଳପନା
ଯେତେ କଳପନା
★★★★★

© Abhakanta

Others

1 Minutes   6.9K    3


Content Ranking

ଯେତେ କଳପନା

 

ଆଭାକାନ୍ତ ମହାନ୍ତି

 

ଯେତେ କଳପନା, ଯେତେ ମୋ ସପନ

              ରହିବ କି ସହୀ ସତେ!

ତୁମରି ଭରସା କରି ମୁଁ ଗୋ' ଖାଲି

       ରହିଛି ଆଶାର ପଥେ । ୦ ।

 

କାହିଁ କେତେ ଦୂରେ ତୁମେ ଅଛ ଏବେ

ଭଗବାନ ସାଥେ ତୁମେ ଜାଣ ଭବେ

ହେଲେ ବି କଳ୍ପନା-ବୁଢ଼ୀଆଣି-ଜାଲେ

       ତୁମେ ଅଛ ମୋର ସାଥେ । ୧ ।

 

ଆଶା-ପିରାମିଡ୍ ଗଢ଼େ ସବୁବେଳେ

ତୁମ ବିନା ତାକୁ ଛୁଇଁ କେ' ନପାରେ

ଆସ ତୁମେ, ହସିଉଠୁ ମୋ କଳ୍ପନା

       ଭାବୁଛି ଆଜି ଏ ରାତେ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****

ଯେତେ କଳପନା

Rate the content


Originality
Flow
Language
Cover design

Comments

Post


Some text some message..