Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Romance

2  

Ajaya Mahala

Romance

ନା ତ

ନା ତ

1 min
165



- ମୋର କିଛି ଭୁଲ ?

- ନା ତ

- ଘରେ ରାଗିଛନ୍ତି ?

- ହଁ ପା

- ଭୁଲିଯିବି?

- ??


- ଚୁପ ହୋଇଗଲେ !

- ନା ତ

- କାନ୍ଦୁଛନ୍ତି ?

- ନା ତ

- ଆଲୁଅ ଲଗାଇ ଦେଖ ନିଜକୁ

- ନା

- ସତ କହୁଛ ?

- ହଁ

- ମୋ ରାଣ

- ଉ ହୁଁ

- ହଉ, ରାଣ ନୁହଁ

- ହୁଁ

- ମୋତେ ଭୁଲ ବୁଝୁଛ?

- ନା ତ

- କାଲି ଆସିବି

- ନା

- ମୋ ନ ଆସିବାକୁ ଚାହୁଁଛ ?

- ନା ତ ।


Rate this content
Log in

Similar oriya poem from Romance