ଫେରିଆ
ଫେରିଆ
ପୂନେଇ ଜହ୍ନର
ସିନ୍ଦୁରୀମା ଫିକା ଲାଗେ।
ପ୍ରିୟା ଚେହେରାର
ଗୋଲାପୀ ରଙ୍ଗର ଆଗେ।
ଆକାଶ ନୀଳିମା
ହସି ହସି ହାତ ଠାରେ।
ଆ' ରେ କପୋତୀ
ମୋ'କୋଳକୁ ଫେରି ଆ'ରେ !
ପୂନେଇ ଜହ୍ନର
ସିନ୍ଦୁରୀମା ଫିକା ଲାଗେ।
ପ୍ରିୟା ଚେହେରାର
ଗୋଲାପୀ ରଙ୍ଗର ଆଗେ।
ଆକାଶ ନୀଳିମା
ହସି ହସି ହାତ ଠାରେ।
ଆ' ରେ କପୋତୀ
ମୋ'କୋଳକୁ ଫେରି ଆ'ରେ !