Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ବୋଉ – 11
ମୋ ବୋଉ – 11
★★★★★

© Chittaranjan Lenka

Abstract Inspirational

1 Minutes   6.8K    5


Content Ranking

ମୋ ବୋଉ – 11

ବୋଉ ଡାକ ମୋର ଲିଭି ଯାଇଅଛି

ଡାକି ପାରିବିନି ଆଉ

କେବଳ ଭାବୁଛି   ତାକୁ ଭାବି ଭାବି

ମୋ ଜୀବନ ଲିଭିଯାଉ


ଏ ଭଳି ନିର୍ମମ    କଷ୍ଟ ମଧ୍ୟ କେବେ

କାହା ଶତୃକୁ ନ ହେଉ

ସଭିଙ୍କ ମୁହଁରୁ    ବୋଉ ଡାକ ସଦା

ଖୁସିରେ ବାହାରୁଥାଉ


ଚିତ୍ତ ରଞ୍ଜନ ଲେଙ୍କା (କଟକ)

ବୋଉ ନିର୍ମମ କଷ୍ଟ

Rate the content


Originality
Flow
Language
Cover design

Comments

Post


Some text some message..