ମୋ ବୋଉ – 11
ମୋ ବୋଉ – 11
ମୋ ବୋଉ – 11
ବୋଉ ଡାକ ମୋର ଲିଭି ଯାଇଅଛି
ଡାକି ପାରିବିନି ଆଉ
କେବଳ ଭାବୁଛି ତାକୁ ଭାବି ଭାବି
ମୋ ଜୀବନ ଲିଭିଯାଉ
ଏ ଭଳି ନିର୍ମମ କଷ୍ଟ ମଧ୍ୟ କେବେ
କାହା ଶତୃକୁ ନ ହେଉ
ସଭିଙ୍କ ମୁହଁରୁ ବୋଉ ଡାକ ସଦା
ଖୁସିରେ ବାହାରୁଥାଉ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ମୋ ବୋଉ – 11
ବୋଉ ଡାକ ମୋର ଲିଭି ଯାଇଅଛି
ଡାକି ପାରିବିନି ଆଉ
କେବଳ ଭାବୁଛି ତାକୁ ଭାବି ଭାବି
ମୋ ଜୀବନ ଲିଭିଯାଉ
ଏ ଭଳି ନିର୍ମମ କଷ୍ଟ ମଧ୍ୟ କେବେ
କାହା ଶତୃକୁ ନ ହେଉ
ସଭିଙ୍କ ମୁହଁରୁ ବୋଉ ଡାକ ସଦା
ଖୁସିରେ ବାହାରୁଥାଉ
ଚିତ୍ତ ରଞ୍ଜନ ଲେଙ୍କା (କଟକ)