Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନର ପ୍ରଶ୍ନ
ଜୀବନର ପ୍ରଶ୍ନ
★★★★★

© Indrabadal Mohanty

Inspirational

1 Minutes   1.4K    5


Content Ranking

ଯେ ଜୀବନେ ଦୁଃଖ ଦେଖି ନାହିଁ

ସେ କି ବୁଝିବ ସୁଖର ମୂଲ୍ୟ 

ଯେ ଭଲପାଇ ନାହିଁ ଜୀବନେ; 

ସେ କି ବୁଝିବ ପ୍ରେମ କ'ଣ

ଯେ ଖେଳିନାହିଁ ଗାଁ ଦାଣ୍ଡର ଧୂଳିମାଟିରେ

ସେ କିପରି ଜାଣିବ ଶୈଶବ କ'ଣ

ଯାହା ଜୀବନେ ସଂଘର୍ଷ ନାହିଁ

ସେ କି ଜାଣିବ ଜୀବନର ମାନେ !

 

ଯାହା ଜୀବନେ ବନ୍ଧୁ ପ୍ରୀତି ନାହିଁ

ସେ କି ବୁଝିବ ବନ୍ଧୁତ୍ୱ ଶବ୍ଦର ଅର୍ଥ 

ଯାହାର ପାଖେ ଟିକେ ସ୍ନେହର ମୁଲ୍ୟ କିଛି ନାହିଁ  

ସେ କି ଜାଣିବ କିପରି ଗଢା ହୁଏ ସଂପର୍କ !

 

(ଇନ୍ଦ୍ରବାଦଲ)

 

ଜୀବନର ପ୍ରଶ୍ନ କଣ

Rate the content


Originality
Flow
Language
Cover design

Comments

Post

Some text some message..