Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ତୁମ ଗାଁ

ତୁମ ଗାଁ

1 min
267



ଆଖିରେ ଆଙ୍କିଛି ଛବି ମୁଁ ତୁମରି

ମନରେ ଲେଖିଛି ନାଆଁ

ମୋତେ ଏବେ ବେଶି ଆପଣାର ଲାଗେ

ପ୍ରିୟା ଗୋ ତୁମରି ଗାଆଁ ।


ତୁମ ଗାଆଁ ବିଲ ପାହାଡ଼ ଝରଣା

ଆମ୍ବ ତୋଟା ନଈ ତୁଠ

ତୁମ ଗାଁ ମଶାଣୀ ତୁମ ଗାଁ ଭାଷାଣି

ତୁମରି ମନ୍ଦିର ମଠ ।


ତୁମ ଗାଁ ପଡିଆ ତୁମ ଗାଁ ଗଢିଆ

ତୁମ ଗାଁ ପୂଜା ପରବ

ତୁମ ଗାଆଁ ଶୀତ ତୁମ ଗାଁ ବସନ୍ତ

ଲାଗୁଛି ଭାରି ଗରବ ।


ତୁମ ଗାଆଁ ରାତି ତୁମ ଗାଁ ସକାଳ

ତୁମ ଗାଁ ଶୀତ କାକର

କେଜାଣି କାହିଁକି ତୁମ ଗାଆଁ ଏବେ

ଲାଗୁଛି ବେଶି ନିଜର ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୮୩୧୦୩୨୮୩୪୫


Rate this content
Log in