Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

3  

Writer Roja Panda

Inspirational

ମୋ ବାବା

ମୋ ବାବା

1 min
6.9K


ରୋଜା ପଣ୍ଡା


ବାପା ତୁମେ ମୋର ସରଗଠୁ ବଡ

ତୁମ କାନ୍ଧରେ ମୁଁ ହୋଇଛି ବଡ


ଘୃଣା , କପଟତା ଦୁନିଆଁ ଭିତରେ

ତୁମେ ତ ଏକା ସ୍ନେହର ଦୋସର


କଳଙ୍କିତ ଏଇ ସମାଜ ଛାତିରେ

ବାପା ତୁମେ ଏକ ପବିତ୍ର କମଳ

ଅନୁଭବ କଲି ସେଇ ମୁହୂର୍ତ୍ତରୁ

ଜନମିବା ପାଇଁ ଯେବେ ହୋଇଲା ମୋ ବେଳ


ରଙ୍ଗହୀନ ଜୀବନେ ମୋ ଶିଖାଇଲ ଲେପିବାକୁ ଇନ୍ଦ୍ରଧନୁ ରଙ୍ଗ

ମୋ ହୃଦୟ ସରହଦେ ବିଞ୍ଚିବାକୁ ଆଲୋକର ଭାନୁ

ପ୍ରଥମେ ଦେଇଥିଲ ତୁମେ ମୋର ସାଙ୍ଗ


ପ୍ରଥମ ପୁରୁଷ ଭାବେ ତୁମକୁ ମୁଁ ଚିହିଁଥିଲି

ଜୀବନର ଯେଉଁ ଭାଗେ

ସେବେଠୁ ତୁମ ଆଦର୍ଶ ଘେନି ଚାଲୁଛି ମୁଁ ବାଟ

ସୂର୍ଯ୍ୟ , ଚନ୍ଦ୍ର ଏକମାତ୍ର ରହିଛନ୍ତି ମୂକସାକ୍ଷୀ ଭାବେ



ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ- ୭୫ ୩୦୧୦

E mail- roja.saumya@gmail.com


Rate this content
Log in

Similar oriya poem from Inspirational