Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance Tragedy

3  

Raja Sekhar CH V

Romance Tragedy

ପ୍ରେମରେ ପ୍ରବଞ୍ଚନା

ପ୍ରେମରେ ପ୍ରବଞ୍ଚନା

1 min
174


ପବିତ୍ରିତ ପ୍ରଣୟ ଏକ ଅମୁଲ୍ୟ ବରଦାନ,

ପ୍ରତ୍ୟୟର ଥାଏ ଯେଉଁଠି ଆଦାନପ୍ରଦାନ,

ପ୍ରେମରେ ପ୍ରବଞ୍ଚନା ଯେ ଅପ୍ରିୟ ଅପମାନ,

ଅସହନୀୟ ହେଲେ ପ୍ରାଣର ହୁଏ ବଳିଦାନ |୧|


ପ୍ରେମରେ ପ୍ରତାରଣା ଅତ୍ୟନ୍ତ କଷ୍ଟଦାୟକ,

ନିର୍ମଳୋପଳ ମନ ପାଇଁ ଯାହା ହାନିକାରକ,

ଏହି ମର୍ମଭେଦୀ ଦୁଷ୍କର୍ମ ଅତ୍ୟନ୍ତ କ୍ଷତିକାରକ,

ଅନୁରକ୍ତଙ୍କ ଚିନ୍ତାଧାରାର ହୁଏ ଯିଏ ବିନାଶକ |୨|


ଯାବଜ୍ଜୀବନ ସତତ ରହିବାକୁ ହେବ ଧୈର୍ଯ୍ୟଶୀଳ,

ବଞ୍ଚନାର ଅନୁଭବ କରିବ ଜଣଙ୍କୁ ସମ୍ବେଦନଶୀଳ,

ନୂତନ ଉଦ୍ଦେଶ୍ୟ ଜୀବନକୁ କରିବ ଯେ ପ୍ରଗତିଶୀଳ,

ଅବିଦିତ ଅବବୋଧରୁ ହେବନି ମନ ପରିବର୍ତ୍ତନଶୀଳ |୩|



Rate this content
Log in

Similar oriya poem from Romance