ସଂଳାପ-୨
ସଂଳାପ-୨
1 min
1.2K
#ସଂଳାପ-୨ !
{ ରୁମାଲି କବିତା}
ଆସ ,ସାରାରାତି ଯିବାନି ଘରକୁ,
ଗୋଟିଏ ରାତିରେ ସାରି ଦେବା ପୁରା ଜୀବନ,
ହସିବା ,ଖେଳିବା, ପଡିବା ଉଠିବା,
ଗପିବା ଜହ୍ନ ତାରାଙ୍କ ସହ,
ଉଡିବା ଦୁହେଁ ଆକାଶେ,
କହିବା ମେଘକୁ ଡାକିବ ବର୍ଷାକୁ,
ଭିଜିବା ଦୁହେଁ ମାନଖୋଲି
ବର୍ଷାରେ
ଅଶ୍ଳୀଳତା ଠାରୁ ଦୂରରେ----!
©®Kashyap,Rayagada,