ଜୀବନ ଗୀତା-୧୯୦
ଜୀବନ ଗୀତା-୧୯୦
1 min
7.0K
ଜୀବନର ସତ ଇଏ
ଜୀବନ ଅଦ୍ଭୁତ ଶିକୁଳିଟିଏ
ସ୍ୱ।ଧୀନତା ସବୁଥିରେ
ତଥାପି ଅଦୃଶ୍ୟ ବନ୍ଧନ ଥାଏ ॥୦॥
ଜୀବନ ଅଦ୍ଭୁତ ପହଳିଟିଏ
ବୁଝିହୁଏ ସବୁକିଛି
ତଥାପି କିଛିବି ବୁଝି ନହୁଏ ॥୧॥
ଜୀବନ ଅଦ୍ଭୁତ ଗହଳିଟିଏ
ଗହଗହ ଚାରିଆଡ
ତଥାପି ଏକୁଟିଆ ଲାଗୁଥାଏ ॥୨॥