ସ୍ପନ୍ଦନ
ସ୍ପନ୍ଦନ
1 min
657
ମୋ ହୃଦୟର ହୃଦୟ ଗୋ ତୁମେ
ବୈଶାଖର ଖରା ତାତି
ସେଥିପାଇଁ ବୋଧେ ପ୍ରତି ସ୍ପନ୍ଦନରେ
ଶ୍ରାବଣର ଭିଜା ରାତି ||
ମୋ ହୃଦୟର ହୃଦୟ ଗୋ ତୁମେ
ବୈଶାଖର ଖରା ତାତି
ସେଥିପାଇଁ ବୋଧେ ପ୍ରତି ସ୍ପନ୍ଦନରେ
ଶ୍ରାବଣର ଭିଜା ରାତି ||