Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରତିଶୋଧ
ପ୍ରତିଶୋଧ
★★★★★

© Prakash Ranjan Parida

Others

1 Minutes   1.1K    7


Content Ranking

ଥିଲି ଖଣ୍ଡେ ପଥର,

ଭିଜେଇ, ଜଳେଇ ମାରିଲୁ ଯେ—

ଦରପୋଡ଼ା ହୋଇ ବନିଲି ଖଣ୍ଡେ ଲୌହ ପିଣ୍ଡ,

ମନ ମାନିଲାନି... l

ତୋ ଦୁଷ୍ଟ ହାତର ଆଘାତରେ,

ଦେଲୁ ମତେ ନିହାଣର ରୂପ.... ,

ଏବେ ଏବେ ମୁଁ ତୋ ର ପ୍ରିୟ ଅସ୍ତ୍ର....,

ସୁଖର ଆୟୁଧ...... l

ଜଳି ଜଳି ତୋ'ଠୁ ଜାଣିଛି ଜଟିଳ ଜୀବନଚକ୍ର,

ଶିଖିଛି... ଲୋଭରୁ ଲାଭ, ଲାଭରୁ ସୁଖ, ସୁଖରୁ ପାପ ,

ପାପରୁ ମନ୍ଦିର ପୁଣି ମନ୍ଦିରରୁ ପୁଣ୍ୟ..... ,

ଦେଖ୍ ଏବେ ମୁଁ.... କେମିତି ନେଉଛି......,

ପ୍ରତିଶୋଧ ।

...

Email: litp.ranjan@gmail.com

ପଥର ଲୌହ ଆୟୁଧ

Rate the content


Originality
Flow
Language
Cover design

Comments

Post

Some text some message..