Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

2  

Prakash Ranjan Parida

Others

ପ୍ରତିଶୋଧ

ପ୍ରତିଶୋଧ

1 min
1.1K


ଥିଲି ଖଣ୍ଡେ ପଥର,

ଭିଜେଇ, ଜଳେଇ ମାରିଲୁ ଯେ—

ଦରପୋଡ଼ା ହୋଇ ବନିଲି ଖଣ୍ଡେ ଲୌହ ପିଣ୍ଡ,

ମନ ମାନିଲାନି... l

ତୋ ଦୁଷ୍ଟ ହାତର ଆଘାତରେ,

ଦେଲୁ ମତେ ନିହାଣର ରୂପ.... ,

ଏବେ ଏବେ ମୁଁ ତୋ ର ପ୍ରିୟ ଅସ୍ତ୍ର....,

ସୁଖର ଆୟୁଧ...... l

ଜଳି ଜଳି ତୋ'ଠୁ ଜାଣିଛି ଜଟିଳ ଜୀବନଚକ୍ର,

ଶିଖିଛି... ଲୋଭରୁ ଲାଭ, ଲାଭରୁ ସୁଖ, ସୁଖରୁ ପାପ ,

ପାପରୁ ମନ୍ଦିର ପୁଣି ମନ୍ଦିରରୁ ପୁଣ୍ୟ..... ,

ଦେଖ୍ ଏବେ ମୁଁ.... କେମିତି ନେଉଛି......,

ପ୍ରତିଶୋଧ ।

...

Email: litp.ranjan@gmail.com


Rate this content
Log in