ସମ୍ଭାବନାର ସୂତ୍ରଧର
ସମ୍ଭାବନାର ସୂତ୍ରଧର
1 min
1.2K
ଜୀବନର ସବୁ ସ୍ଵପ୍ନ ତୁମେ-ସମାହାର ସବୁ କାମନାର
ଏବେ ଏବେ ପୁଣି ସମ୍ପୂର୍ଣ୍ଣତାର ଦେଉଳକୁ ମୁଣ୍ଡି ମାରି;
ଆଗକୁ ଆଗକୁ ଯିବାର ସମ୍ଭାବନାର ସୂତ୍ରଧର,
ଖାଲି ତୁମେ ଆଉ ତୁମେ..