Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଗାତ୍ରଦାହ

ଗାତ୍ରଦାହ

1 min
336



ମୃତ୍ୟୁ ମତେ ଡାକୁ ନାହିଁ ,

କାହିଁକି ?

ଦୁଃଖ ! 

କେବଳ ଏତିକି କେଇ ବୁନ୍ଦା ଲୁହ ସାଜିବେ 

ଯେ ମୋ ସହଯାତ୍ରୀ,(୧)


ଏ ବି ଏକ ଚିନ୍ତାର କାରଣ;

କେତେଜଣ ! ହଁ! କେତେଜଣ ମୋ ସହ ଚାଲିବେ ମୋ ଶେଷଯାତ୍ରାରେ 

ବୋଧେ

ହାତଗଣତି କେତେ ଜଣ,(୨)

 

ଏତେ ନିଷ୍ଠୁର ମୃତ୍ୟୁ ତମେ ମୋ ପାଇଁ କାହିଁକି ? 

କେବେ ତ କାହାକୁ ଦେଇ ପାରିନାହିଁ  

ମିଥ୍ୟା ଆଶ୍ୱାସନାବାଣୀ

ତା ବୋଲି କଣ ? ଏ ଦଣ୍ଡ ! ତେବେ ଚାଲିଯାଅ ମୋ ଘର ଦାଣ୍ଡ ଅଗଣାରୁ

ଗାଇପାରିବି ନାହିଁ କେବେ ତୁମ ଆଗମନ ଲାଗି 

#ସ୍ୱାଗତସଙ୍ଗୀତ, (୩)


ମୋ ଜୀବନ ରୂପକ 

ଚାଟଶାଳୀରେ ମୁଁ ନିଜେ ଶିକ୍ଷକ

ନେଇପାରିବି ନାହିଁ

ମୃତ୍ୟୁ-ତୁମ ଉପସ୍ଥାନ, (୪)


ଅସହ୍ୟ ଏଠି ଥାଇ ଅନେକ ବିକଳ୍ପ ପନ୍ଥା ବିଘ୍ନସନ୍ତୋଷିଙ୍କ #ଗାତ୍ରଦାହ------!




Rate this content
Log in