Audio

Forum

Read

Contests

Language


Write

Sign in
Wohoo!,
Dear user,
ଏମିତି କିଆଁ ହେଉଛ଼ ?
ଏମିତି କିଆଁ ହେଉଛ଼ ?
★★★★★

© Amiya Bej

Others

1 Minutes   1.1K    4


Content Ranking

✿✿✿ ଏମିତି କିଆଁ ହେଉଛ଼ ? ✿✿✿

ତୁମେ ଦଗାଦିଆ ପ୍ରେମପ୍ରବର,

ନା' ମନଭରି ଟିକେ ଭଲପାଉଛ !

ନା' ଶୋଷିଲାକୁ ମୁନ୍ଦେ ପାଣି ଦେଉଛ ।

ତୁମେ ଦଗାଦିଆ ରସନାଗର,

ନା' କବିତା ଦି'ପଦ ବେଶି ଲେଖୁଛ !

ନା' ଭଲକି କାହାଣୀ ପୂରା କରୁଛ ।।

ତୁମେ ଦଗାଦିଆ ମଣିଷ ମୋର ,

ନା' ନିଜେ ସୁଧୁରୁଛ କି' ମୋତେ ସୁଧାରୁଛ !

ନା' ନିଜର କି' ଅବା କାହାର ହୋଇ ରହୁଛ।।।

ତୁମେ ଦଗାଦିଆ

........... ନାଃ ! ଥାଉ !

ତୁମେ ଯା'ବି ହୁଅ, ଯା'ବି କର,

ତୁମେ ଯେ ସବୁକୁ ଅଧା ରଖୁଛ ।

ମିଛରେ ଏମିତି କିଆଁ ହେଉଛ ,

କିଆଁ ହେଉଛ ?????

✿✿✿✿ ଅମିୟ ବେଜ୍ ✿✿✿✿

✿✿✿ ଏମିତି କିଆଁ ହେଉଛ଼ ? ✿✿✿

Rate the content


Originality
Flow
Language
Cover design

Comments

Post


Some text some message..