Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଏମିତି କିଆଁ ହେଉଛ଼ ?

ଏମିତି କିଆଁ ହେଉଛ଼ ?

1 min
1.1K


✿✿✿ ଏମିତି କିଆଁ ହେଉଛ଼ ? ✿✿✿

ତୁମେ ଦଗାଦିଆ ପ୍ରେମପ୍ରବର,

ନା' ମନଭରି ଟିକେ ଭଲପାଉଛ !

ନା' ଶୋଷିଲାକୁ ମୁନ୍ଦେ ପାଣି ଦେଉଛ ।

ତୁମେ ଦଗାଦିଆ ରସନାଗର,

ନା' କବିତା ଦି'ପଦ ବେଶି ଲେଖୁଛ !

ନା' ଭଲକି କାହାଣୀ ପୂରା କରୁଛ ।।

ତୁମେ ଦଗାଦିଆ ମଣିଷ ମୋର ,

ନା' ନିଜେ ସୁଧୁରୁଛ କି' ମୋତେ ସୁଧାରୁଛ !

ନା' ନିଜର କି' ଅବା କାହାର ହୋଇ ରହୁଛ।।।

ତୁମେ ଦଗାଦିଆ

........... ନାଃ ! ଥାଉ !

ତୁମେ ଯା'ବି ହୁଅ, ଯା'ବି କର,

ତୁମେ ଯେ ସବୁକୁ ଅଧା ରଖୁଛ ।

ମିଛରେ ଏମିତି କିଆଁ ହେଉଛ ,

କିଆଁ ହେଉଛ ?????

✿✿✿✿ ଅମିୟ ବେଜ୍ ✿✿✿✿


Rate this content
Log in