Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୪୭

ଜୀବନ ଗୀତା- ୧୪୭

1 min
13.6K


ଜୀବନ ଗୀତା- ୧୪୭

ଜୀବନର ସୁଆଦ
ଯିଏ ଚାଖିଛି
ମରଣ ତାପାଖରେ
ହାର୍ ମାନିଛି ॥୦॥

ସବୁ ଦିନ ନୁହେଁ
ପୂନେଇଁ ତିଥି
ସବୁ ରାତି ନୁହେଁ
ଚାନ୍ଦିନୀ ରାତି
ଉଆଁସରେ ଯିଏ
ଆଲୁଅ ଜଳାଏ
ଅନ୍ଧାର ତା'ପାଖରୁ
ହଟିଯାଇଛି ॥୧॥

ସବୁ ପ୍ରେମ ନୁହେଁ
ସଫଳ ପ୍ରୀତି
ସବୁ ପ୍ରୀତି ନୁହେଁ
ପ୍ରେମରେ ଇତି
ପ୍ରେମରେ ପ୍ରେମରେ
ଯା' ହୃଦୟ ଭରେ
ବିରହ ତା'ପାଖରୁ
ଫେରିଯାଇଛି ॥୨॥


Rate this content
Log in