Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Romance

2  

Tapan Dixit

Romance

ଶୁଭରାତ୍ରୀ

ଶୁଭରାତ୍ରୀ

1 min
1.5K


ସୋରିଷ ଫୁଲିଆ ମୁହଁରେ ତୁମର 

ଶୀତ ସକାଳର ହସ

ଗୋଲାପ ପାଖୁଡ଼ା ଦେହରେ ତୁମର 

ଭ୍ରମର ଭୁଲାର ବାସ,

ମନ ନିରିଜନ ନଈ ପଠାପରେ

କାଶତଣ୍ଡି ମନ ନେଇ

ଛାତିଟା ଜାବୁଡି ଫୁଟି ହସୁଥାଏ 

ଶୀତ କାକରକୁ ପିଇ ,

ହେଲେ ତୁମେ ଥାଅ ବାସ୍ତବ ସାଉଁଟି

ନିମ୍ନ ମନା ସମାଜରେ

କେହି କାଳେ କିଛି ବୋଲିବେ ତୁମକୁ

ନିନ୍ଦା ଅପବାଦ ଡରେ ।।

ତପନ ଦୀକ୍ଷିତ(ବେଳାଭୂମି)


Rate this content
Log in

Similar oriya poem from Romance