Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others Romance

5.0  

ପ୍ରଶାନ୍ତ କୁମାର ବେହେରା

Others Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
7.2K


ସୂର୍ଯ୍ୟଙ୍କ ପ୍ରଖର ରଶ୍ମିରେ

ତେଜୋଦୀପ୍ତ ବେଳାଭୂମିର

ସୁବର୍ଣ୍ଣ ବର୍ଣ୍ଣ ସେହି

ବାଲୁକା ରାଶିରେ

ଲହଡ଼ିର ଢେଉ ସାଥେ

ନାଚ଼ି ନାଚ଼ି

ତୁମ ପ୍ରେମରେ

ହୋଇ ମତୁଆଲା

ତୁମେ କହିପାର ୟାକୁ

ପାପ ବା ଯୌବନର ଭୋକ

ଦେଇ ପାର ତାକୁ

ନଷ୍ଟ ଚରିତ୍ରର ଆଖ୍ୟା l

ମୋ ଆଖିର ଭାଷା ଆଉ

ହୃଦୟର ସ୍ପନ୍ଦନକୁ

ନେଇ ଦେଖ,

ତେବେ ତୁମେ ଜାଣିବ ଓ ବୁଝିବ

ମୋ ପ୍ରେମର

ଗଭୀର ପରିଭାଷା ....।

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in