Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharat Meher

Inspirational

3  

Bharat Meher

Inspirational

ଆମର ଗାଁଁର ମହେଶ୍ ବାବୁ

ଆମର ଗାଁଁର ମହେଶ୍ ବାବୁ

1 min
13.5K


ଆମର ଗାଁର ମହେଶ ବାବୁ

ଭଲ୍ ସୁତରିଆ ବାବୁଟେ ।

ବଡ ଲୋକ୍ କେ ସନମାନ ଦେସି

ଛୋଟ ପିଲାକେ ଆଦର କରସି।

ମା,ବା ର କଥା ମନସି

ଜାଣା ବେଲେ ତାଣା କରସି ।

ନାଇ ହୁଏ ହେତେ ଟିଙ୍ଗାଲି

ପଡିଜିବା ଭାଏଲ ବଲି ଭୁଝାଲି।ସାଙ୍ଗ ମାନଙ୍କୁ ବହୁତ ଭଲପାଏସି

କେଭେ ନାଇ ଯେ ପାସରି ।


ପଢୁଛେ ସେ ବି.ଏସ.ସି

କରମି ବଲି ଏସ୍.ଏସ୍.ସି।

ଆମର ଗାଁ ସୁଜନ୍ ପିଲା

ଦେଖି ଯିବାର ଲାଗି ମେଲା।

କ୍ରିକେଟ ଖେଲା ଥି ବହୁତ ଯୋଶ

ଇଣ୍ତିଆ ଜିତଲେ ପିଆସି ଜୁସ୍ ।

ଆମର ଗାଁର ଗୁସିଆଁ ପିଲା

ତାହାକେ ନାଇବଲବ ହଲିଆପିଲା ।

ମଟର ଗାଡିଥି ଯାଏସି କଲେଜ୍

ଲାଇନ୍ ମରାଥି ବେଶି ନଲେଜ୍ ।

କଥା ହେସି ସବକର ନେ ହସି ହସି

କାହାକେ ନାଇଯେ ସେ ପସରି ।

ନିଇ ପିଏସେ ମଦ ପାଏନ୍

ପିସି ଖାଲି ଦେସି ପାଏନ୍ ।

ଗାଁ କବାର ଥି ଆଘୋ ହେସି

ଜାହରନେ ବି ଆଘୋ ମିଶ୍ସି ।

ଜହ ଲେଖଲେ ଖାତାସରବା

ମହେଶବାବୁର କଥାନାଇ ସରବାର।


Rate this content
Log in

Similar oriya poem from Inspirational