Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୯୩

ଜୀବନ ଗୀତା- ୧୯୩

1 min
6.8K


ଜୀବନ ଗୀତା- ୧୯୩
 
ହେ ମହାଜୀବନ
ନଶ୍ୱର ଶରୀର ସିନା
ପୁରୁଣା ବସ୍ତ୍ର ସମ
ତୁମେ ତ ଚିରନ୍ତନ ॥୦॥
 
ଘଟରୁ ଘଟକୁ
ଆତ୍ମା ଭ୍ରମୁଥାଏ
ଚୌରାଶୀ ଯୋନିରେ
ଜନ୍ମ ନେଉଥାଏ
ଶେଷରେ ମାନବ ରୂପେ
ଲଭଇ ସିଏ ଜନ୍ମ ॥୧॥
 
ଯୁଗରୁ ଯୁଗକୁ
ସିନା ଏହି ମତେ
ଜୀବନ ବହୁଛି
ସୁବୃହତ ସ୍ରୋତେ
ପ୍ରବହମାନ ସେ ସଦା
ଅଟେ କେତେ ମହାନ ॥୨॥


Rate this content
Log in