ବ୍ରେକ୍
ବ୍ରେକ୍
କେଉଁଠି ନା କେଉଁଠି
ସମସ୍ତେ ଅଟକି ଯାଆନ୍ତି
ଏକଲା ହୋଇ,
ଯେପରି ସରି ସରି ଯାଉଥିବା
ବୁଢାର ବୟସ
ହଠାତ୍ ଅଟକିଯାଏ
ଆମ ସମସ୍ତଙ୍କୁ ଏକା କରି ।
କେଉଁଠି ନା କେଉଁଠି
ସମସ୍ତେ ଅଟକି ଯାଆନ୍ତି
ଏକଲା ହୋଇ,
ଯେପରି ସରି ସରି ଯାଉଥିବା
ବୁଢାର ବୟସ
ହଠାତ୍ ଅଟକିଯାଏ
ଆମ ସମସ୍ତଙ୍କୁ ଏକା କରି ।